Masthead

ଅନ୍ଧ ବିଶ୍ୱାସର କବଳରେ କୁଷ୍ଠ ରୋଗୀ

ରାଇଘର(ବଡ଼ ଖବର ବ୍ୟୁରୋ): ଅନ୍ଧ ବିଶ୍ୱାସର କବଳରେ କୁଷ୍ଠ ରୋଗୀ । ୬ ବର୍ଷ ଧରି ସାମାଜିକ ବାସନ୍ଦ ହୋଇ ରହିଛନ୍ତି । ଜଙ୍ଗଲରେ ଆଶ୍ରୟ ନେଇଛନ୍ତି । ଏଭଳି ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରାଇଘରରୁ । କେବିଡି ଗାଁର ସୁନାଧର ଜାନି । ୬ ବର୍ଷ ପୂର୍ବେ ତାଙ୍କୁ କୁଷ୍ଠ ରୋଗ ହେବାରୁ ପରିବାର ସଦସ୍ୟ ଓ ଗ୍ରାମବାସୀ ତାଙ୍କୁ ଗାଁରେ ରହିବାକୁ ଦେଇନଥିଲେ । ରୋଗ ଆଉ କାହାକୁ ସଂକ୍ରମଣ ହେବ ଆଶଙ୍କାରେ ସୁନାଧରଙ୍କୁ ଗାଁରୁ ତଡ଼ି ଦିଆଯାଇଥିଲା ।

ସେହି ଦିନ ଠାରୁ ସୁନାଧର ଜଙ୍ଗଲରେ ଆଶ୍ରୟ ନେଉଛନ୍ତି । ସୁନାଧର ଙ୍କ ଦୁଇ ପୁଅ ବାହାରେ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟିଏ ଝିଅ ବାହା ହୋଇଯାଇଛନ୍ତି । ବର୍ତମାନ ସ୍ତ୍ରୀ ମଧ୍ୟ ସୁନାଧର କୁ ଦେଖିବାକୁ ଆସୁନଥିବା କହିଛନ୍ତି ସୁନାଧର । ସରକାର ପାଖରେ ପେନସନ, ଖାଇବା ପିଇବା , ପାନୀୟ ଜଳ ଓ ରହିବା ପାଇଁ ଗୋଟିଏ ଘରେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ