Masthead

ଆରମ୍ଭ ହୋଇଛି ଚନ୍ଦନେଶ୍ଵରଙ୍କ ଚଡକ ଯାତ୍ରା

ଜଳେଶ୍ବର(ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଛି ଚନ୍ଦନେଶ୍ଵରଙ୍କ ଚଡକ ଯାତ୍ରା । ୨୦୧୨ ମସିହାରେ ଚଡକ ଯାତ୍ରାରେ ଅବ୍ୟବସ୍ଥା ଏବଂ ମାଳା ଚନ୍ଦନ ଲେପାକୁ ନେଇ ଘଟିଥିବା ଲୋମହର୍ଷଣକାରୀ ଘଟଣା ଆଜିବି ଭକ୍ତଙ୍କ ମନରୁ ଲିଭିନି । କିନ୍ତୁ ବାବାଙ୍କ ଶୈବପୀଠର ବିଭିନ୍ନ ସୌନ୍ଦର୍ୟ୍ୟ କରଣ କାର୍ୟ୍ୟ ପରେ ଏବେ ସୁଧିରିଛି ବ୍ୟବସ୍ଥା । ଏଥର ଚଡକ ଯାତ୍ରା ରେ ୧୦ ଲକ୍ଷ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଶୁଅ ଛୁଟିଛି ।

ଏହି ଚଡ଼କ ଯାତ୍ରାକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଚଳିତ ବର୍ଷ ଚଡକ ଯାତ୍ରା ଏପ୍ରିଲ ୩ ରୁ ଆରମ୍ଭ ହୋଇଥିବା ବେଳେ ୧୩ ଦିନ ଧରି ଚାଲିଥିଲା ଏହି ଚଡକ ଯାତ୍ରାରେ ମୁଖ୍ୟ ପର୍ବ ହେଉଛି ନିଳ ପର୍ବ ପାଟ ପର୍ବ ୧୨ ତାରିଖ ରେ ନିଳପର୍ବ ଏବଂ ୧୩ତାରିଖରେ ପାଟପର୍ବରେ ଦଶ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ସମାଗମକୁ ଦୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ