କାମାକ୍ଷାନଗର(ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ଢେଙ୍କାନାଳ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ୍ । ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଲାଂଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି। ଭଦ୍ରକ, ଖଜୁରିଆପଡ଼ା ଘର ସମେତ ହିନ୍ଦୋଳ କାର୍ଯ୍ୟାଳୟରେ ରେଡ୍ କରୁଛି ଭିଜିଲାନ୍ସ ଟିମ ।
Prev Post
ଆଗକୁ ପଢନ୍ତୁ
