Masthead

କୁମୁଡ଼ାବାଲି ବ୍ରିଜ ନିକଟରେ ମାଓ ପୋଷ୍ଟର

ମୁନିଗୁଡ଼ା (ବଡ଼ ଖବର ବ୍ୟୁରୋ): ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡ଼ାବାଲି ବ୍ରିଜ ନିକଟରେ ଏକ ମାଓ ପୋଷ୍ଟର ଆମ୍ବ ଗଛରେ ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରେ ନାଗବଳୀ ଘୁମୁସର ମାଓବାଦୀ ତରଫରୁ ଉଲ୍ଲେଖ ଅଛି କି , ନବୀନ ସରକାର ନାରୀମାନଙ୍କ ସୁରକ୍ଷା ଦେବାରେ ଅସମର୍ଥ ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି । ରାଜ୍ୟରେ ଏବେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ହଇଚଇ ହେଉଥିବା ବେଳେ , ଝିଅ ମାନଙ୍କୁ ନିର୍ମମ ହତ୍ୟା କରି ଅନେକଙ୍କୁ କୌଣସି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଉନି ।

ନାରୀମାନଙ୍କ ସୁରକ୍ଷାରେ ବିଫଳ ସରକାର । ଏଣୁ ଶୀଘ୍ର ଇସ୍ତଫା ଦେବାକୁ ଉଲ୍ଲେଖ ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଷମକଟକ ଏସଡିପିଓଙ୍କ ନଜରରେ ଏହି ମାଓ ପୋଷ୍ଟର ନଜର ଆସିଛି । ମୋଟ ସେଇ ଅଂଚଳର ପାଞ୍ଚଟି ପୃଥକ ପୃଥକ ଜାଗାରେ ମାଓ ପୋଷ୍ଟର ଲାଗିଥିବାବେଳେ କେତୋଟି ପୋଷ୍ଟରରେ ମମତା ମେହେରଙ୍କ ପରିବାର କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକଥା ଉଲ୍ଲେଖ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ