Masthead

ହାତୀ ଉପଦ୍ରବ, ଭାଙ୍ଗିଲା ସ୍କୁଲ ପାଚେରି

ବାଂଶପାଳ(ବଡ଼ ଖବର ବ୍ୟୁରୋ): ବାଂଶପାଳରେ ଦନ୍ତା ଉପଦ୍ରବ । ଭାଙ୍ଗିଲା ସ୍କୁଲ ପାଚେରି । ନଷ୍ଟ କଲା କଦଳୀ ବଗିଚା । କିଛିଦିନ ହେବ ବାଂଶପାଳ ବ୍ଲକ କାଞ୍ଜିପାଣି ବିଟ ନିକଟସ୍ଥ ଶଙ୍କରେଇ ଗ୍ରାମ ଜଙ୍ଗଲରେ ଥିବା ଗୋଟିଏ ଗୋଠଛଡା ଦନ୍ତାହାତୀ ସନ୍ଧ୍ୟା ହେବା ମାତ୍ରେ ଗାଁ ମୁହାଁ ହେଉଛି । ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ସହ ଉପଦ୍ରବ ଚଳାଇଛି । ଶଙ୍କରେଇ ସ୍କୁଲ ପାଚେରି ଭାଙ୍ଗିବା ସହ ୩୦୦ ଉର୍ଦ୍ଧ୍ୱ କଦଳୀଗଛ ଦଳି ମକଚି ନଷ୍ଟ କରି ଦେଇଛି । ବନବିଭାଗ ହାତୀ ଘଉଡେଇବାରେ ଅସମର୍ଥ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ହାତୀ ଭୟରେ ଲୋକମାନେ ଭୟଭୀତ ହୋଇ ରାତିସାରା ଜଗିରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର