Masthead

‘ଓବିସି ଜନ ଜାଗରଣ ଯାତ୍ରା’, ରାଜ୍ୟ ସାରା ବୁଲିବ ପ୍ରଚାର ରଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲିଠୁ ‘ଓବିସି ଜନ ଜାଗରଣ ଯାତ୍ରା’ କରିବ ଓବିସି ମୋର୍ଚ୍ଚ । ଢେଙ୍କାନାଳଠାରୁ ଯାତ୍ରା ଆରମ୍ଭ ହେବ । ସ୍ୱତନ୍ତ୍ର ଜନ ଜାଗରଣ ପ୍ରଚାର ରଥ ରାଜ୍ୟ ସାରା ବୁଲିବ । ପୋଷ୍ଟର, ଲିଫ ଲେଟ୍, କ୍ୟାସେଟ ମାଧ୍ୟମରେ ପ୍ରଚାର କରିବ ବିଜେପି । ସବୁ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିବା ପରେ ଶେଷ ହେବ ଯାତ୍ରା । ରାଜ୍ୟ ସରକାର ୫୪ ପ୍ରତିଶତ ଲୋକଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଥିବା ବିଜେପି ଅଭିଯୋଗ କରିଛି ।

ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ମିଳୁନାହିଁ ବୋଲି ପ୍ରଚାର କରିବ ଓବିସି ମୋର୍ଚ୍ଚା । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏ ନେଇ ଘୋଷଣା କରିଛି ବିଜେପି ଓବିସି ମୋର୍ଚ୍ଚା । ଏହି ଅବସରରେ ପୋଷ୍ଟର ଲିଫଲେଟ୍, ଏବଂ ଅଡିଓ ରିଲିଜ୍ କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ