Masthead

ଗରମ ସହିନପାରି ୩୨ ଛାତ୍ରୀ ଅସୁସ୍ଥ

କୋଇଡା(ବଡ଼ ଖବର ବ୍ୟୁରୋ): ଗରମ ସହିନପାରି ୩୨ ଛାତ୍ରୀ ଅସୁସ୍ଥ । କୋଇଡା ବ୍ଲକ୍ ସୋୟମ୍ବା ପଞ୍ଚାୟତ ସୋୟମ୍ବା ଆବାସିକ ଛାତ୍ରୀ ବିଦ୍ୟାଳୟର ଛାତ୍ରୀମାନେ ବୁଧବାର ବାସି ପଖାଳ ଏବଂ ଭଜା ଖାଇଥିଲେ । ମାତ୍ର ଅତ୍ୟଧିକ ଗରମ ଯୋଗୁଁ ଛାତ୍ରୀମାନଙ୍କ ପେଟ ଖରାପ ହୋଇ ବାରମ୍ବାର ଝାଡ଼ା ହୋଇଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଅସୁସ୍ଥ ଛାତ୍ରୀମାନଙ୍କୁ କେ ବଲାଙ୍ଗ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସନତ କୁମାର ପଶୁପାଳକ କହିଛନ୍ତି ଛାତ୍ରୀମାନଙ୍କ ରୁମରେ ଉପଯୁକ୍ତ ଭେଣ୍ଟିଲେସନ ନଥିବାରୁ ସମସ୍ତ ଛାତ୍ରୀ ଡିହାଇଡ୍ରେସନ ଯୋଗୁ ଅସୁସ୍ଥ ହୋଇପଡିଛନ୍ତି । ସେଥିପାଇଁ ତୁରନ୍ତ ୭ ଟି କୁଲର ବ୍ୟବସ୍ଥା କରାଯାଇଛି । ସମସ୍ତ ଛାତ୍ରୀଙ୍କ ଚିକିତ୍ସା ଚାଲିଛି । କୋଭିଡ ଟେଷ୍ଟ ମଧ୍ୟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା