Masthead

ସାଥୀ ଯବାନଙ୍କ ପ୍ରତିଶୋଧ ନେବେ କମାଣ୍ଡୋ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସହିଦ ସାଥୀ ଯବାନଙ୍କ ପ୍ରତିଶୋଧ ନେବେ କମାଣ୍ଡୋ । ଆତଙ୍କବାଦୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ । ସାମିଲ ହୋଇଛନ୍ତି ୨ହଜାର କମାଣ୍ଡୋ । ଜମ୍ମୁକାଶ୍ମୀରର ପୁଂଛ ସେକ୍ଟରରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ବଡ ଖୁଲାସା ହୋଇଛି । ଆଇ ବି ରିପୋର୍ଟ ଅନୁସାରେ, ବିଜି ସେକ୍ଟରରେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଷ୍ଟିକି ବମର ବ୍ୟବାହାର କରିଥିଲେ । ଗୃହ ମନ୍ତ୍ରାଳୟକୁ ଏନେଇ ସମସ୍ତ ସୂଚନା ଦେଇଛି ଆଇ.ବି ।

ଆତଙ୍କବାଦୀମାନେ ସେନାର ଗାଡି ଉପରକୁ ୩୬ ରାଉଣ୍ଡ ଗୁଳିମାଡ କରିଛନ୍ତି । ଏହାସହିତ ଆକ୍ରମଣରେ ଆତଙ୍କବାଦୀମାନେ ଷ୍ଟିଲ୍ ବୁଲେଟର ବ୍ୟବହାର କରିଥିଲେ । ଘଟଣା ସ୍ଥଳରୁ ଫରେନ୍ସିକ ଟିମକୁ ୨ଟି ଗ୍ରେନେଡ ପିନ ମିଳିଛି । ତେବେ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ଆକ୍ସନ ପ୍ଲାନ ବନାଇଛି । ୨ହଜାର ସୈନ୍ୟଙ୍କୁ ସର୍ଚ୍ଚ ଅପରେସନରେ ସାମିଲ କରାଯାଇଛି । ଏବଂ ଆତଙ୍କବାଦୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ଅର୍ଡର ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ