Masthead

ସୁଦାନରୁ ସୁରକ୍ଷିତ ଫେରିଲେ ଆମେରିକା ଦୂତାବାସ ଅଧିକାରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ସଙ୍ଘର୍ଷ ଜାରି ରହିଛି । ସଙ୍ଘର୍ଷରେ ଏର୍ପ୍ୟନ୍ତ ୧୮୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ଭିତରେ ସୁଦାନରୁ ସୁରକ୍ଷିତ ଫେରିଛନ୍ତି ଆମେରିକା ଦୂତାବାସ ଅଧିକାରୀ । ଏଥିସହ ଭାରତ ସମେତ ଅନ୍ୟ ଦେଶର ୯୧ ଜଣ ଲୋକ ସାଉଦି ଆରବର ସୁରକ୍ଷା ଅଧୀନରେ ପ୍ରଥମ ଥର ପାଇଁ ସୁଦାନରୁ ନିରାପଦରେ ବାହାରିଛନ୍ତି । ଟ୍ୱିଟ କରି ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଏହି ସୂଚନା ପ୍ରଦାନ ଦିଆାଇଛି ।

ପାରାମିଲିଟାରୀ ଫୋର୍ସ କହିଛନ୍ତି , ରବିବାର ସକାଳେ ରାଷ୍ଟ୍ରଦୂତ ଏବଂ ସେମାନଙ୍କ ପରିବାରକୁ ସ୍ଥାନାନ୍ତର କରିବା ପାଇଁ ଆମେ ଆମେରିକୀୟ ଦଳ ସହିତ କାମ କରିଥିଲୁ। ସମସ୍ତ କୂଟନୈତିଜ୍ଞଙ୍କୁ ପୂର୍ଣ୍ଣ ସହଯୋଗ ଏବଂ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସାମରିକ ବାହିନୀ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ଦେଶର ସରକାର କହିଛନ୍ତି, ସୁଦାନଙ୍କ ବିମାନ ବନ୍ଦର ବନ୍ଦ ହୋଇଥିଲେ ମଧ୍ୟ ହଜାର ହଜାର ନାଗରିକଙ୍କୁ ନିରାପଦରେ ସ୍ଥାନାନ୍ତର କରିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ