Masthead

ଲାଗୁନି ଆଗକୁ ଷଡ଼ଯନ୍ତ୍ର ସଫଳ ହେବ: ବୁଧାନ ମୁର୍ମୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୀତିଶ ଓ ନବୀନ ଭେଟଘାଟକୁ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ମୋଦିଙ୍କ ପରି କେହି ହୋଇପାରିବେନି । ନବୀନ କେବେ ମୋଦିଙ୍କ ବିରୋଧିରେ ଯିବେନି । ତାଙ୍କ ଭେଟଘାଟ ଗୁପ୍ତ। ତାହା ସ୍ପଷ୍ଟ ହେବ ନାହିଁ। ସର୍ଭେରୁ ଜଣା ପଡ଼ିଛି ବିଜେପି ୨୪ରେ ପୁନର୍ବାର ସରକାର ଗଢ଼ିବ। ତାକୁ ପ୍ରତିହତ କରିବା ପାଇଁ ସେମାନେ ଷଡଯନ୍ତ୍ର କରିବେ। ତାହା ଦିନେ ନା ଦିନେ ପଦାକୁ ଆସିବ। ମୋଦିଙ୍କ ବିରୋଧରେ ଏକ ସଂଗଠନ ମୁଣ୍ଡ ଟେକିବାକୁ ଯାଉଛି।

ତାହା କେବେ ଫଳ ପ୍ରଦ ହେବ ନାହିଁ। ସେ ତାଙ୍କ ଚେଷ୍ଟା କରିବେ । ଯେବେ ଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି ସେ ଯାଏ ଦେଶରେ ବିଜେପି ସରକାର ଅଛି। ବର୍ତ୍ତମାନ ସୁଦ୍ଧା ଲାଗୁନି ଆଗକୁ ତାଙ୍କ ଷଡ଼ଯନ୍ତ୍ର ସଫଳ ହେବ । ମୋଦି ସରକାରରେ କେବେ ଓଡ଼ିଶାକୁ ଅବହେଳା ହୋଇନି କି ହେବନି । ଯାହା ପାଇଁ ନବୀନ ମୋଦିଙ୍କ ବିରୋଧରେ କାର୍ଯ୍ୟ କରିବେନି ବୋଲି ଆମର ଆଶା ।

ବିଜେଡି ଓ ବିଜେପି ମିଳିତ କଥା କୌଣସି ଅଫିସିୟାଲି ନୁହେଁ। ରାଜ୍ୟରେ ପ୍ରତ୍ୟେକଟି ମୂହୁର୍ତ୍ତରେ ବିଜେପି ସରକାର ବିଜେଡି ସରକାରଙ୍କ ସହ ଅଛନ୍ତି। ତେଣୁ ଉଭୟଙ୍କ ଭିତରେ ଭଲ ରିଲେସନ ଥିବା ଆଶା କରି ହୁଏ। ନବୀନ କେବେ ମୋଦିଙ୍କ ବିରୋଧିରେ ଯିବେନି ବୋଲି ଆଶା ବ୍ୟକ୍ତ କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି