Masthead

ବିଗତ ସରକାରରେ ବି ବିଦ୍ୟୁତ୍ କଟୁଥିଲା: ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିର ଧର୍ମ ବିରୋଧ କରିବା । ସେ ତା’ ଧର୍ମ କରୁଛି। ଆମେ ଆମ କର୍ମ କରୁଛୁ। ଆମେ କର୍ମରେ ବିଶ୍ୱାସ ରଖୁ। ରାଷ୍ଟ୍ରପତି ଜଣେ ମଣିଷ। ରାଷ୍ଟ୍ରପତି ଭାଷଣ ଦେବା ବେଳେ ଲାଇନ ଯଦି କଟିଗଲା, ତା’ଠୁ ତ ଅଧିକ ଗାଁ ଗହଳିରେ କଟୁଛି। ଏ ଯେଉଁ ଲାଇନ କଟୁଛି, ବିଗତ ସରକାରରେ ବି କଟୁଥିଲା। ଅନ୍ୟ ପ୍ରଦେଶରେ ଯେତେ ବେଳେ ଲାଇନ୍ କଟୁଛି, ଆମ ରାଜ୍ୟରେ ଖୁବ୍ କମ୍ କଟୁଛି। ରାଷ୍ଟ୍ରପତିଙ୍କୁ ଆମେ ସମ୍ମାନ ଦେଉଛୁ। ଆମର ଗର୍ବ । ଆମ ଓଡ଼ିଶାର ମାଟି ପାଇଁ ଗର୍ବ । ପ୍ରଧାନମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି କଲେ । ସେ ପଜେଟିଭ ମାଇଣ୍ଡରେ କହିଲେ ସିନା ହେବ। ଏତିକି ନୁହେଁ , ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ। ଯେଉଁ ଅବସ୍ଥା ହେଲାଣି, ଲାଇନ୍ ନୁହେଁ ପାଣି ବି ମିଳିବନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା