Masthead

ପିଡ଼ିଏସ ଚାଉଳ ଓ ଗହମ ବିତରଣରେ ଅନିୟମିତତା

ରାସଗୋବନ୍ଦପୁର, (ବଡ଼ ଖବର ବ୍ୟୁରୋ) : ସରକାର ନାରୀସଶକ୍ତିକରଣ ପାଇଁ ବିଭିନ୍ନ ସଂସ୍ଥା ଓ ଯୋଜନା ମାନ କରିଛନ୍ତି, ସେଥିମଧ୍ୟରୁ ପି.ଡ଼ି.ଏସ. ଚାଉଳ ଓ ଗହମ ବିତରଣ ଅନ୍ୟତମ । ସରକାରଙ୍କ ଉପରୋକ୍ତ ଯୋଜନା ବଳରେ ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଝ।ଟିଗଡ। ପଞ୍ଚାୟତରେ ମା କାଳୀମ।ତ। ଏସଏସଏଚଜି ସଂଘ ମାଧ୍ୟମରେ ପିଡ଼ିଏସ ଚାଉଳ ଓ ଗହମ ବିତରଣ କରୁଥିଲେ । ଗତକାଲି ପିଡ଼ିଏସ ଉପଭୋକ୍ତା ଚାଉଳ ଓ ଗହମ ବିତରଣବେଳେ ଓଜନ କମ୍ ଅଛି ବୋଲି ଅଭିଯୋଗ ଆଣିଥିଲେ ଓ ଏହା ଅନ୍ୟ ଜଣଙ୍କ ମାଧ୍ୟମରେ ବିତରଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ଅଭିଯୋଗବଳରେ ଏମଆଇ ରସଗୋବିନ୍ଦପୁର ଏହାର ତଦନ୍ତ ପାଇଁ ଆଜି ଝ।ଟିଗଡା ଯାଇଥିଲେ ଏବଂ ଉପରୋକ୍ତ ସଂସ୍ଥା ବିରୋଧରେ ହୋଇଥିବା ଅଭିଯୋଗ ଗୁଡିକ ସଠିକ ବୋଲି ମ।ନିଥିଲେ ଏବଂ ଷ୍ଟକୟାର୍ଡରେ ସଠିକ ମାତ୍ରାରେ ଚାଉଳ ଓ ଗହମ ଗଚ୍ଛିତ ନଥିଲା ବୋଲି ମଧ୍ୟ କହିଥିଲେ । ଚାଉଳ ଓ ଗହମ ଯୋଗାଣ ବେଳେ ଓଜନରେ ଠକେଇ କରୁଥିଲେ ବୋଲି ଏକ ଲିଖିତ ସ୍ୱାକ୍ଷର ଉକ୍ତ ସଂସ୍ଥାର ଅଧ୍ୟକ୍ଷ୍ୟା ଓ ଅନ୍ୟ ସଦସ୍ୟମାନେ ଦେଇଥିଲେ । ସେହିସମୟରେ ସେଠି ଉପସ୍ଥିତ ଥିବା ପିଡ଼ିଏସ ଉପଭୋକ୍ତା ଏବଂ ଏସଏସଏଚଜି ସଂଘର ସଦସ୍ୟ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ କିଛି ସମୟପାଇଁ ପାଟିତୁଣ୍ଡ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି