ଦେଢଶୁର ମଦବୋତଲ ମାଡ଼ରେ ଭାଇବୋହୂ ଗୁରୁତର

ବାଲିଆପାଳ (ବଡ଼ ଖବର ବ୍ୟୁରୋ):  ନୃଶଂସ ସାଜିଲା ଦେଢଶୁର। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭାଇବୋହୂ ଉପରେ ମରଣାନ୍ତକ ଆକ୍ରମଣ କଲା ଦେଢଶୁର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ସାଉଡି ଗ୍ରାମରେ । ସାଉଡି ଗ୍ରାମର ଦୁଇଭାଇ କିଶୋର ଚନ୍ଦ୍ର ମଲ୍ଲିକ ଓ ସାନଭାଇ ଦୁର୍ଯ୍ୟଧନ ମଲ୍ଲିକ। ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିବା ବେଳେ ମାସେ ତଳେ ଦେଢଶୁର ଦୁର୍ଯ୍ୟଧନ ସାମାନ୍ୟ କଥାରୁ ସାନଭାଇ ର ସ୍ତ୍ରୀ ନଳିନୀକୁ ମରଣାନ୍ତକ ଆକ୍ରମଣ କରିଥିଲା ।

ଯାହାକୁ ନେଇ ଥାନାରେ ମାମଲା ହୋଇଥିଲା। ତେବେ ସେହି ପୂର୍ବ ରାଗକୁ କେନ୍ଦ୍ରକରି ଦୁର୍ଯ୍ୟଧନ ଘରେ ନଥିବାର ସୁଯୋଗ ନେଇ ଦେଢଶୁର କିଶୋର ଭାଇବୋହୂ ନଳିନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ମଦବୋତଲ ମାଡରେ ନଳିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥôଲା । ପରିବାର ଓ ଗ୍ରାମବାସୀ ନଳିନୀକୁ ଆମ୍ବୁଲାନ୍ସରେ ବସ୍ତା ଡ଼ାକ୍ତରଖାନାକୁ ନେଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’