Masthead

ବାପା ହେବାକୁ ଚାହୁଁଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବାପା ହେବାକୁ ଚାହୁଁଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ଏନେଇ ସେ ଏକ ଜାତୀୟ ମାଗାଜିନକୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ଦୂତି ଚାନ୍ଦ ତାଙ୍କ ବାନ୍ଧବୀକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାର ଫଟୋ ଏବେ ଇଣ୍ଡିଆ ଟୁଡେ କଭର ପେଜରେ ବାହାରିଛି ।

ସେପଟେ ବିବାହ ପରେ କିଏ ବାପା ଏବଂ କିଏ ହେବ ବୋଲି ପଚରା ଯିବାରୁ ଦୂତି କହିଛନ୍ତି ସନ୍ତାନ ହେଲେ ମୋତେ ବାପା ଓ ମୋନାଲିସାଙ୍କୁ ମା’ ଡାକିବ । ଠାକୁରଙ୍କ ପାଖରେ ଆମେ ଦୁହେଁ ବିବାହ କରିସାରିଛୁ ।

ସେପଟେ ନିଜର ଜଣେ ବାଲ୍ୟ ବାନ୍ଧବୀ ମୋନାଲିସାଙ୍କ ସହ ସମଲିଙ୍ଗୀ ସମ୍ପର୍କକୁ ନେଇ ନିଜେ ଦୂତି ସ୍ୱୀକାର କରିଥିଲେ। ଏହା ସାମ୍ନାକୁ ଆସିବା ପରେ ତାଙ୍କର ଏହି ସମ୍ପର୍କକୁ ପରିବାର ଲୋକ ବିରୋଧ କରିଥିଲେ। ସମଲିଙ୍ଗୀ ବିବାହ ଅଧିକାର ନେଇ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ