ସାତ ଜନ୍ମ ପାଇଁ ସାଥି ହେଲେ ଦୁଇ ଦିବ୍ୟାଙ୍ଗ

ବାଲିଆପାଳ (ବଡ଼ ଖବର ବ୍ୟୁରୋ):   ସାତ ଜନ୍ମ ପାଇଁ ସାଥି ହେଲେ ଦୁଇ ଦିବ୍ୟାଙ୍ଗ । ଦୁହେଁ କଥା ହୋଇ ପାରନ୍ତି ନାହିଁ କି ପ୍ରେମର ଶବ୍ଦ ପରିପ୍ରକାଶ କରି ପାରନ୍ତି ନାହିଁ। ହେଲେ ଠାରରେ ଠାରରେ ଦୁହେଁ ବୁଝିଛନ୍ତି ପ୍ରେମକୁ। ଦୁହେଁ ଦିବ୍ୟାଙ୍ଗ ହେଲେବି ଫେସବୁକରୁ ପ୍ରେମ ଆରମ୍ଭ କରି ଆଜି ହେଇ ପାରିଛନ୍ତି ଜୀବନ ସାଥି । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ଗାଁର ବାବୁଲି ଖଣ୍ଡା । ପୁରୀ ଜିଲ୍ଲା କାକଟପୁର୍ ର କିରଣ ବାଳା ନାୟକ ।

ଏମାନଙ୍କ ପ୍ରେମ ଆରମ୍ଭ ହେଇଥିଲା ଫେସବୁକ୍ ରୁ । ତା ପରେ ଦେଖା ହୁଏ ଆଇଟିଆଇ କଲେଜ୍ ରେ ।୫ ବର୍ଷ ପୂର୍ବରୁ ଫେସବୁକରୁ ଆରମ୍ଭ ହୋଇଥିଲା ଭଲ ପାଇବା । ଆଉ ଦୁହେଁ ଦୁହିଁଙ୍କୁ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଦୁହେଁ ଦିବ୍ୟାଙ୍ଗ ହେଲେବି ଆଜି ଠାରରେ ଠାରରେ ଗଢ଼ିଛନ୍ତି ନୁଆ ଜୀବନ। ଆଉ ଗଢୁଛନ୍ତି ନୁଆ ସଂସାର। ଆଉ କିରଣ ଙ୍କ ମଥାରେ ଲାଗିଛି ବାବୁଲିର ସିନ୍ଦୁର। ତେବେ ଏପରି ନିଆରା ବାହାଘରକୁ ନେଇ ବାଲିଆପାଳ ବ୍ଲକରେ ଚର୍ଚା ର ବିଷୟ ପାଲଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’