ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେବ, ଏଥିରେ ସନ୍ଦେହ ନାହିଁ: ଶରତ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁଶାନ୍ତ ସିଂ ଓ ବିଜେଡିର ପଶ୍ଚିମ ଓଡ଼ିଶା ଫୋକସ ଉପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ।ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ। ତେଣୁ ବିଜେଡି ସେଠାରେ ଜିତି ପାରିବ ନାହିଁ। ସେଥିପାଇଁ ପଶ୍ଚିମ ଓଡ଼ିଶା ଗଠନ ହେଲା, ହେଲେ ହେଡ ଅଫିସ ଭୁବନେଶ୍ୱରରେ। ଆଦିବାସୀ ବହୁଳ ଅଞ୍ଚଳ ଏ ସରକାର ସମୟରେ ପଛରେ ରହିଛି। ୨୦୨୪ ପରିବର୍ତ୍ତନ ସୁନିଶ୍ଚିତ। ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେବ ଏଥିରେ ସନ୍ଦେହ ନାହିଁ।

ବିଜେଡି ୨୩ ବର୍ଷ ଶାସନ ପରେ ଗର୍ବ ବଢି ଯାଇଛି। ଯେଉଁ ଦଳ ଯେତେ ଗର୍ବ କରିବ ତାହାର ପତ୍ତନ ସେତେ ଶୀଘ୍ର। ପଶ୍ଚିମବଙ୍ଗରେ ମଧ୍ୟ ଗୋଟିଏ ସରକାର ଏମିତି ଗର୍ବ କରି ବୁଡିଛି। ରାଜ୍ୟବାସୀ ବୁଦ୍ଧିମାନ ସେମାନେ ସବୁ ଜାଣିଛନ୍ତି। ବିଜେଡି ଭାବୁଛି ଲୋକମାନେ ଏଠି ଗରିବ । ପାଞ୍ଚ କିଲୋ ଚାଉଳରେ ଲୋକ ଭୋଟ ଦେବା ତାହା ଏଥର ହେବ ନାହିଁ। ୯ରୁ ୯୦ ନିଶ୍ଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’