Before Header

ପ୍ରତି ୭ ତାରିଖରେ ପାଳିତ ହେବ ‘ବଡ଼ ଖବର’ ଦିବସ

0 764

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରତିମାସର ୭ ତାରିଖରେ ପାଳିତ ହେବ ‘ବଡ଼ ଖବର’ ଦିବସ । ରାଜ୍ୟ ବ୍ୟାପୀ ପାଳିତ ହେବ ବଡ଼ ଖବର ଦିବସ । ନିୟମିତ ଭାବେ ବଡ଼ ଖବରକୁ ସହଯୋଗର ହାତ ବଢାଉଥିବା ଶୁଭେଚ୍ଛୁମାନଙ୍କୁ ଦିଆଯିବ ପରିଚୟପତ୍ର । ଲୋକଙ୍କ ପରାମର୍ଶକୁ ପ୍ରାଥମିକତା ଦେବ ଲୋକଙ୍କ ଚ୍ୟାନେଲ ।

ଶୁଭେଚ୍ଛୁମାନଙ୍କୁ ନେଇ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଉପଦେଷ୍ଟା କମିଟି ଗଠନ କରାଯିବ । ଏହି କମିଟିର ପ୍ରତିଟି ପରାମର୍ଶ ବଡ଼ ଖବର ପାଇଁ ହେବ ସର୍ବସ୍ୱ ହେବ ବୋଲି ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କହିଛନ୍ତି । ଟିଆରପି ପଛରେ ନ ଧାଇଁ ଲୋକଙ୍କ ଟ୍ରଷ୍ଟରେ ‘ବଡ଼ ଖବର’ ବିଶ୍ୱାସ କରେ ବୋଲି ସେ କହିଥିଲେ ।

Leave A Reply

Your email address will not be published.