Masthead

କଂଗ୍ରେସର ଦୁଇ ଦିବସୀୟ ବୈଠକ

କଂଗ୍ରେସ କର୍ଣ୍ଣାଟକରେ ବିଜୟ ପରେଉତ୍ସାହିତ ଅଛି । ଏହି ବିଜୟ ପରେ କଂଗ୍ରେସ ମଧ୍ୟ ପ୍ରଦେଶ , ରାଜସ୍ଥାନ ଓ ଛତିଶଗଡ଼ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । କଂଗ୍ରେସ ପାର୍ଟି ନିର୍ବାଚନ ପାଇଁ ଆଜିଠାରୁ ଦୁଇ ଦିବସୀୟ ଚର୍ଚ୍ଚା ଆରମ୍ଭ କରିବ । କଂଗ୍ରେସ ୨୭ ମେ ରେ ଛତିଶଗଡ଼ ରେ ରଣନୈତିକ ବୈଠକ କରିବ । ତେଲଙ୍ଗାନା ଓ ମିଜୋରାମ ପାଇଁ ରଣନୈତିକ ବୈଠକ ପରର୍ବତୀ ସମୟରେ ହେବ ।କଂଗ୍ରେସ କର୍ଣ୍ଣାଟକରେ ବିଜୟ ପରେଉତ୍ସାହିତ ଅଛି । କର୍ଣ୍ଣାଟକରେ ୧୦ ମେ’ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଏଥର କର୍ଣ୍ଣାଟକରେ ବହୁମତ କଂଗ୍ରେସକୁ ମିଳିଥିଲା । କଂଗ୍ରେସ କୁ ୧୩୫ ସିଟ୍ ମିଳିଥିଲା ,ବିଜେପିକୁ ୬୬ ସିଟରେ ସନ୍ତୁଷ୍ଟ ହେବାକୁ ପଡିଥିଲ ଏହା ବ୍ୟତିତ ଜେଡିଏମ୍କୁ ୧୯ ଓ ଅନ୍ୟନ୍ୟ ୪ଟି ସିଟ ଜିତିଥିଲେ ।ଏବେ କଂଗ୍ରେସ ୩ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ପାର୍ଟି ପ୍ରମୁଖ ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକର ନେତୃତ୍ୱ କରିବେ । ନିର୍ବାଚନ ରଣନିତୀ ଏବଂ ପ୍ରଶାନ୍ତ କିଶୋରଙ୍କ ପୂର୍ବ ସହଯୋଗି ସୁନୀଲ କାନୁଗେଲୁ ବିଧାନସଭା ନିର୍ବାଚନର ପରିକ୍ରମା ପାଇଁ ପାର୍ଟୀର ପ୍ରସ୍ତୁତିକୁ ନେଇ ନେତା ମାନେ ବିଚାର ବିମର୍ଶ କରିବେ । ମଲ୍ଲିକାର୍ଜୁନ୍ ଖରଗେ ଅଖିଳ ଭାରତୀୟ କଂଗ୍ରେସ କମିଟି ମୁଖ୍ୟାଳୟରେ ଏହି ରାଜ୍ୟର ପାର୍ଟୀ ନେତାଙ୍କ ସହିତ ଅଲଗା ଅଲଗା ବୈଠକ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା