Masthead

ନାକରେ ବଇଁଶୀ ବଜାଉଛନ୍ତି ନବଘନ

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ସାଧାରଣତଃ ପାଟିରେ ବଇଁଶୀ ବଜାଇବାର ସମସ୍ତେ ଦେଖିଥିବେ ଓ ଶୁଣିଥିବେ , କିନ୍ତୁ ନାକରେ ବଇଁଶି ବଜାଇବା ନା କେବେ ଦେଖିଥିବେ ନା ଶୁଣିଥିବେ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଆଗରିଆ ପଞ୍ଚାୟତର ଗରଗଡିଆ ଗାଁରେ ନବଘନ ମହାନ୍ତ । ଗାଇଗୋରୁଙ୍କୁ ଗାଁ ପାଖ ଜଙ୍ଗଲ କଙ୍ଗରେ ଚରେଇବା ପାଇଁ ଛାଡି ଦେଇ ବଇଁଶୀ ବଜାଇବାରେ ଲାଗିପଡନ୍ତି ନବଘନ । ତାଙ୍କ ପାଟିରୁ ଦାନ୍ତ ସବୁ ଖସି ଗଲାଣି , ପାକୁଆ ପାଟିରେ ବଇଁଶୀ ଫୁଙ୍କିବା ଆଉ ସହଜ ନୁହେଁ, କିନ୍ତୁ ହାର ମାନି ନାହାନ୍ତି ନବଘନ । ପାଟିରେ ନହେଲେ ନାହିଁ ନାକରେ ବଇଁଶୀ ଫୁଙ୍କୁଛନ୍ତି ନବଘନ । ତାଙ୍କର ଏହି କଳାକୁ ଗ୍ରାମବାସୀ ଖୁବ ପ୍ରସଂଶା ମଧ୍ୟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ