Masthead

ବୀର ସାୱରକର ସେତୁ ନାମରେ ଜଣାଯିବ ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ସରକାର ବୀର ସାବରକର ଜୟନ୍ତୀରେ ବଡ ଘୋଷଣା କରି କହିଛନ୍ତି ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ ନାମ ବୀର ସାୱରକରଙ୍କ ନାମରେ ହେବ , ଏହାକୁ ଏବେ ବୀର ସାୱରକର ସେତୁ ନାମରେ ଜଣାଯିବ । ୨୮ ମେରେ ବୀର ସାୱରକରଙ୍କ ୧୪୦ତମ ଜୟନ୍ତୀ ପାଳିତ ହୋଇଛି ।ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ ବଡ ଘୋଷଣା କରି ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ ନାମ ବଦଳି ଦେଇଛନ୍ତି । ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ ବୀର ସାୱରକର ସେତୁ ନାମରେ ଜଣା ଯିବ । ଅନେକ ସମୟ ଧରି ଏହାର ଚର୍ଚ୍ଚା ହେଉଥିଲା । ପୂର୍ବରୁ ମଧ୍ୟ କୁହାଯାଉଥିଲା ମହାରାଷ୍ଟ୍ର ସରକାର ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ ନାମ ପରିବର୍ତନ କରିବେ । ଏହାରି ମଧ୍ୟରେ ବୀର ସାୱରକର ଜୟନ୍ତୀରେ ଏହି ସି-ଲିଙ୍କର ନୂତନ ନାମକରଣ କରି ଦିଆ ଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!