Masthead

ବେଟି ବଚାଓ ନା ଅପରାଧୀ ବଚାଓ? କେନ୍ଦ୍ର ସରକାରଙ୍କୁ ଖଡଗେଙ୍କ ପ୍ରଶ୍ନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରେସଲରଙ୍କ ଆନ୍ଦୋଳନ ଘଟଣାରେ ଟ୍ୱିଟ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଖଡଗେ ଲେଖିଛନ୍ତି, ଭାରତର ଝିଅମାନେ କହୁଛନ୍ତି ପୋଲିସ ଓ ଶାସନ ଆଉ ପବିତ୍ର ହୋଇରହିନାହିଁ । ବିଗତ କିଛି ଦିନ ଧରି ଭାରତର ସମ୍ମାନ ବଢାଇଥିବା ଝିଅମାନଙ୍କ ସହ ସହ ଯାହା ଘଟୁଛି ତାହା ସମସ୍ତେ ଦେଖୁଛନ୍ତି ।

ମୋଦିଜୀ ଲାଲକିଲ୍ଲାରୁ ମହିଳା ସମ୍ମାନର ଅଭିଭାଷଣ ରଖୁଛନ୍ତି, ଅଥଚ ଯୌନଶୋଷଣ ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଛି । ଦେଶର ଝିଅଙ୍କୁ କାହିଁକି ନ୍ୟାୟ ଦିଆଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । କାହିଁକି ସେମାନେ ଗଂଗାରେ ମେଡାଲ ପ୍ରବାହ କରିବାକୁ ବାଧ୍ୟ ହେଉଛନ୍ତି ? ବେଟି ବଚାଓ ନୁହେଁ, ଅପରାଧୀ ବଚାଓ, ଦେଶର ଗୌରବକୁ ଆଘାତ ପହଂଚାଓ ସ୍ଲୋଗାନ ଚାଲିଛି କି ବୋଲି ଖଡଗେ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ