କଲବଲ କରୁଛି ତାତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ଝାଞ୍ଜି ପବନରେ କଲବଲ ହେଉଛି ଓଡ଼ିଶା । ଖରାରେ ଭାଜି ହେଉଛି ରାଜଧାନୀ । ଦିନ ସାଢେ ୧୧ ରେ ୪୧.୬ ଡିଗ୍ରୀ ଛୁଇଁଲା ରାଜଧାନୀ । ସମ୍ବଲପୁର ୪୨ ଡିଗ୍ରୀ, ଝାରସୁଗୁଡା ୪୧.୮ ଡିଗ୍ରୀ, ହୀରାକୁଦ ୪୧.୨ଡିଗ୍ରୀ, କେନ୍ଦୁଝର ୩୮.୪ ଡିଗ୍ରୀ, ବାଲେଶ୍ୱର ୩୭ ଡିଗ୍ରୀ, ଚାନ୍ଦବାଲି ୩୭ ଡିଗ୍ରୀ, ପୁରୀ ୩୬.୨ ଡିଗ୍ରୀ, ପାରାଦୀପ ୩୪.୪ ଡିଗ୍ରୀ, ଗୋପାଳପୁର ୩୪ଡିଗ୍ରୀ । ଆହୁରି ଦୁଇ ଦିନ ରହିବ ପ୍ରଚଣ୍ଡ ଖରା । ପ୍ରଚଣ୍ଡ ଖରାରେ ଧନ ଜୀବନ ଅସ୍ତବ୍ୟସ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ