ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୋଚିଂ ସେଣ୍ଟରରେ ଲାଗିଲା ନିଆଁ । ନୂଆଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ । ତାର ସାହାଯ୍ୟରେ ଛାତ୍ରଛାତ୍ରୀ ଉଦ୍ଧାର । ଉଦ୍ଧାର ବେଳେ କିଛି ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ।
Prev Post
Next Post
ଆଗକୁ ପଢନ୍ତୁ
