Masthead

ଜାପାନ ରେ ରିଲିଜ୍ ହେବ ଫିଲ୍ମ ‘କେଜିଏଫ୍’

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ) ଜାପାନ ରେ ଆଜି ରିଲିଜ୍ ହେବ କନଡ ଫିଲ୍ମ ‘କେଜିଏଫ୍’ ।ଏନେଇ ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି ଯେ ଏହି ଫିଲ୍ମ ଟି ସମଗ୍ର ବିଶ୍ୱରେ ଲୋକଙ୍କ ଭଲପାଇବା ସାଉଁଟି ସାରିଲାଣି । ଫିଲ୍ମ ‘କେଜିଏଫ’ ଦୁଇଟି ଚାପ୍ଟର ରହିଛି ।

୧୪ ଜୁଲାଇ ଶୁକ୍ରବାରରେ ‘କେଜିଏଫ’ର ଦୁଇଟି ଚାପ୍ଟର୍ ଜାପାନରେ ରିଲିଜ୍ ହେବ । କେଜିଏଫ୍-୨ ପରେ ଫିଲ୍ମର ଅଭିନେତା ୟସଙ୍କ ରକି ଭାଇ ଲୁକ୍ ଓ ଷ୍ଟାଇଲିସ୍ ଡ୍ରେସ୍ ଦେଖି ଭାରତୀୟ ଦର୍ଶକମାନେ ବହୁତ ଖୁସି ଥିଲେ । ଜାପାନରେ ମଧ୍ୟ ଏହି ଫିଲ୍ମର ରିଲିଜ୍ ପରେ ଜାପାନୀ ଦର୍ଶକମାନଙ୍କୁ ପସନ୍ଦ ଆସିବ ବୋଲି କୁହାଯାଉଛି ।

ହୋମ୍ବଲ ଫିଲ୍ମ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଜାପାନୀ ଦର୍ଶକମାନଙ୍କୁ ଏହି ଖୁସି ଖବର ଜଣାଇଥିଲେ । ଜାପାନୀ ଦର୍ଶକମାନେ ଏହି ଘୋଷଣା ଶୁଣି ଅତ୍ୟନ୍ତ ଖୁସି ଥିଲେ । ତେବେ ଆଗକୁ ଜଣାପଡିବ ଫିଲ୍ମଟି ସେମାନଙ୍କ ମନକୁ କେତେ ଛୁଇଁପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ