ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏନଡିଏ ବିରୋଧରେ ଲଢିବ ଇଣ୍ଡିଆ । ୨୦୨୪ ନିର୍ବାଚନରେ ଏନଡିଏକୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ମେଣ୍ଟର ନା ବଦଳିବା ପରେ ଏବେ ଜୋର ଧରିଛି ରାଜନୀତି । ଆପ ସାଂସଦ ରାଘବ ଚଡ୍ଡା କହିଛନ୍ତି କେନ୍ଦ୍ର ସରକାର ସବୁଥିରେ ବିଫଳ ହୋଇଛନ୍ତି । ଗତ ୯ ବର୍ଷ ମଧ୍ୟରେ ଏନଡିଏର କୌଣସି ବୈଠକ ଡକାଯାଇ ନଥିଲା ।
#WATCH | AAP MP Raghav Chadha says, "Central govt failed on every front. No meeting of NDA was called in the last 9 years but they called it yesterday. BJP used to say 'Ek akela sab par bhaari' but they are not saying this now. Now this election has become NDA vs INDIA and INDIA… pic.twitter.com/0mEVyJeakP
— ANI (@ANI) July 19, 2023
କିନ୍ତୁ ଗତକାଲି ଏନଡିଏ ବୈଠକ ଡାକିଥିଲା। ବିଜେପି କହିଥିଲା କି ‘ଆମେ ଏକ ସମସ୍ତଙ୍କ ଉପରେ ଭାରି’ । ବର୍ତ୍ତମାନ ଏନଡିଏ ଇଣ୍ଡିଆରେ ପରିଣତ ହୋଇଛି ଏବଂ ଇଣ୍ଡିଆ ଜିତିବ।ଇଣ୍ଡିଆ ହେଉଛି ଭଲ ନାମ । କିଏ ଏହାକୁ ପ୍ରସ୍ତାବ ଦେଇଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।