Masthead

ଜଳ ଘେରରେ ଚାଷଜମି, ଚାଷୀ ହତାଶ

କଣାସ (ବଡ଼ ଖବର ବ୍ୟୁରୋ): ଅତ୍ୟଧିକ ବର୍ଷା ଯୋଗୁଁ ରାଜ୍ୟର ପ୍ରତ୍ୟକ ନଦୀର ଉପର ମୁଣ୍ଡରେ ଜଳସ୍ଥର ଧୀରେଧୀରେ ବଢ଼ିବାରେ ଲାଗିଛି । ସେହିଭଳି ପୁରୀ ଜିଲ୍ଲା କଣାସ ବ୍ଲକ ତଳିଆ ଅଞ୍ଚଳ ହୋଇଥିବା ବେଳେ ଲଗାତାର ବର୍ଷା ଯୋଗୁ କଣାସର ଦୟା,ରାଜୁଆ, ନଦୀରେ ଜଳସ୍ଥର ବଢ଼ିବାରେ ଲାଗିଛି । ଯାହାଫଳରେ ରାଜୁ ନଦୀ କୂଳରେ ରହିଥିବା ଚାଷଜମି ଗୁଡିକ ବୁଡିରହି ଅନେକ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

ଵିଶେଷ କରି କଣାସ ରାଜୁଆ ନଦୀର କୂଳରେ ରହିଥିବା ଗଡ଼ବଡ଼ପୁଟ, ବଡାଶ, ଦୋକନ୍ଦା, ଗଡ଼ବଳଭଦ୍ରପୁର ପଞ୍ଚାୟତର ନଦୀକୁଳିଆ ଅଞ୍ଚଳରେ ଥିବା ସହସହ ହେକ୍ଟରର ଚାଷ ଜମି ଜଳମଗ୍ନ ଅଵସ୍ଥାରେ ରହିଛି । ଚାଷୀ ଚାଷଜମିରେ ଚାଷ କରିଥିବା ଧାନ, ପୋଟଳ, ଜହ୍ନି,ବାଇଗଣ, କଖାରୁ,ଭେଣ୍ଡି ଆଦି ପନିପରିବା ବର୍ଷା ଜଳରେ ବୁଡିରହି ନଷ୍ଟ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ