Masthead

ରାହୁଲଙ୍କ ରାବଣ ଉପାଖ୍ୟାନ 

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନାସ୍ଥା ବିତର୍କରେ ଲୋକସଭାରେ ହଙ୍ଗମା । ଭାରତର ସ୍ୱରକୁ ମଣିପୁରରେ ମାରିଛନ୍ତି କହିଲେ ରାହୁଲ । ମଣିପୁର ଲୋକଙ୍କୁ ମାରି ଆପଣ ଭାରତ ମାତାର ହତ୍ୟା କରିଛନ୍ତି । ଆପଣ ଦେଶପ୍ରେମୀ ନୁହଁନ୍ତି, ଆପଣ ଦେଶଦ୍ରୋହୀ । ଆପଣ ଭାରତର ରକ୍ଷାକର୍ତ୍ତା ନୁହଁନ୍ତି, ଭାରତର ହତ୍ୟାକାରୀ’ ।

ଭାରତୀୟ ସେନା ଦିନକରେ ମଣିପୁରରେ ଶାନ୍ତି ଆଣିପାରିବେ । ଭାରତୀୟ ସେନାକୁ ମଣିପୁରରେ ନିୟୋଜିତ କରାଯାଉନାହିଁ । ଲଙ୍କାକୁ ହନୁମାନ ନୁହେଁ, ରାବଣର ଅହଙ୍କାର ଜଳାଇଥିଲା । ରାବଣକୁ ତା ଅହଙ୍କାର ମାରିଥିଲା । ସାରା ଦେଶରେ ଆପଣ ଭାରତମାତାକୁ ହତ୍ୟା କରିଚାଲିଛନ୍ତି । ରାବଣ ମେଘନାଦ ଓ କୁମ୍ଭକର୍ଣ୍ଣ ଦୁଣଜଣଙ୍କ କଥା ଶୁଣୁଥିଲେ । ସେହିପରି ମୋଦିଜୀ ଅମିତଶାହା ଓ ଆଦାନୀଙ୍କ କଥା ଶୁଣୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା