Masthead

ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଗୁଜବ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଜିମ୍ବାୱେର ପୂର୍ବତନ କ୍ୟାପଟେନ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ବୁଧବାର ସକାଳେ ପ୍ରଚାର ହେଇଥିଲା । କିନ୍ତୁ ଏହା ଗୁଜବ ବୋଲି ଜଣାପଡ଼ିଛି । ହିଥ୍ ଷ୍ଟ୍ରିକଙ୍କ ସାଥି ଖେଳାଳି ହେନେରୀ ଓଲଙ୍ଗା ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଥିଲେ କିନ୍ତୁ ପରେ ସେ ନିଜେ ଏହି ଖବରକୁ ଖଣ୍ଡନ କରି କହିଛନ୍ତି ଯେ ‘ହିଥ୍ ଷ୍ଟ୍ରିକ ଜୀବିତ ଅଛନ୍ତି’ । ଷ୍ଟ୍ରିକଙ୍କ ସହ ଚାଟ୍ ର ଏକ ସ୍କ୍ରିନ ସଟ ସେୟାର କରିଛନ୍ତି ।

ଯେଉଁଥିରେ ଲେଖାଅଛି ‘ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବରକୁ ବହୁତ ବଢେଇ ଚଢେଇ କରି ପ୍ରସାରଣ କରାଯାଇଛି । ମୁଁ ଏବେ ଏବେ ତାଙ୍କ ସହ କଥା ହେଇଛି । ସେ ଜୀବିତ ଅଛନ୍ତି । ସେପଟେ ‘୨୦୨୧ରେ ଆଇସିସି ର ଭ୍ରଷ୍ଟାଚାର ବିରୋଧୀ ଆଇନ ଅନୁଯାୟୀ ୫ ଟି ମାମଲାରେ ଆରୋପି ହିଥ୍ ଷ୍ଟ୍ରିକଙ୍କୁ ଆଠବର୍ଷ ପାଇଁ ପ୍ରତିବନ୍ଧ ଲଗାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ