Masthead

କୁସ୍ତିପ୍ରେମୀଙ୍କୁ ଝଟକା , ଭାରତୀୟ କୁସ୍ତି ମହାସଙ୍ଘ ସଦସ୍ୟତାକୁ ନିଲମ୍ବନ କଲା UWW

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କୁସ୍ତିପ୍ରେମୀଙ୍କୁ ଝଟକା । ୟୁନାଇଟେଡ୍ ୱାର୍ଲ୍ଡ ରେସଲିଙ୍ଗ ଭାରତୀୟ ମହାସଂଘର ସଦସ୍ୟତାକୁ ନିଲମ୍ବନ କରିଛି । ନିର୍ବାଚନ ଠିକ୍ ସମୟରେ ହୋଇ ନଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନରେ ବିଳମ୍ବ ଯୋଗୁଁ ନୋଟିସ୍ ଦେଇଥିବାବେଳେ ଏବେ ଏହାର ସଦସ୍ୟତାକୁ ନିଲମ୍ବନ କରିଛି ।ଭାରତୀୟ ମହିଳା କୁସ୍ତି ଖେଳାଳିମାନେ ବ୍ରିଜଭୂଷଣ ଶରଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଭାରତୀୟ କୁସ୍ତି ମହାସଂଘର ପଦାଧିକାରୀଙ୍କୁ ସସପେଣ୍ଡ କରି ଏକ ସ୍ୱତନ୍ତ୍ର ଗଠନ କରାଯାଇଥିଲା ।

କୁସ୍ତି ମହାସଂଘର ନୂଆ ନିର୍ବାଚନ ପାଇଁ ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବ ବିଚାରପତି ଏମ କୁମାରଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା ।ତେବେ ୪୫ ଦିନ ମଧ୍ୟରେ ନିର୍ବାଚନ ନକରିବାରୁ ଅନ୍ତର୍ଜାତୀୟ ରେସଲିଂ ଫେଡେରେସନ୍ ଡବ୍ଲୁଏଫ୍ଆଇକୁ ସ୍ଥଗିତ ରଖିଛି। ଖୁବ ଶୀଘ୍ର ଏହି ବିଷୟରେ ସରକାରୀ ସୂଚନା ଦିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର