Masthead

ବଡ଼ ଷ୍ଟୁଡିଓରେ ମୁହାଁମୁହିଁ ହେଲେ ସନଲିସା ଡାକିଲେ ଦାଦା, ମନୋଜ ଡାକିଲେ ବହେନ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପରସ୍ପର ପ୍ରତି ଥିଲା ପ୍ରବଳ ରାଗ । ଏପରିକି ଥାନାରେ ଏତଲା ଦେବାକୁ ପଛାଇନଥିଲେ ସନଲିସା । ଝାରସୁଗୁଡାର ଝିଅ ସମ୍ବଲପୁରର ବୋହୂ ହୋଇ ବି ତାଙ୍କ ଫିଲ୍ମ ପ୍ରଥାକୁ ଝାରସୁଗୁଡାରେ କରାଗଲା ବିରୋଧ । ଫିଲ୍ମର ପୋଷ୍ଟର ଚିରା ଘଟଣା ତାଙ୍କୁ କନ୍ଦାଇ ଦେଇଥିଲା । ମନୋଜ ମିଶ୍ରଙ୍କୁ ଏଥିପାଇଁ ଦାୟି କରି ସେ ଏଫଆଇଆର ଦେବାକୁ ପଛାଇନଥିଲେ । କିନ୍ତୁ ଯେତେବେଳେ ବଡ଼ ଖବର ଷ୍ଟୁଡିଓରେ ସନଲିସା-ମନୋଜ ମୁହାଁମୁହିଁ ହେଲେ ସବୁ ରାଗ ଚାଲିଗଲା । ସନଲିସା ଡାକିଲେ ଦାଦା, ମନୋଜ ଡାକିଲେ ବହେନ୍ । ପୁରା ଷ୍ଟୋରି ଜାଣିବା ଲିଙ୍କ ଉପରେ କ୍ଲିକ କରନ୍ତୁ…

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ