Masthead

ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କର: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚାରି ଦିନିଆ ବିଦେଶ ଯାତ୍ରା ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରିଛନ୍ତି । ଏଥର ପ୍ରଧାନମନ୍ତ୍ରୀଙ୍କ ବିମାନ ନୂଆଦିଲ୍ଲୀରୁ ଆସି ବେଙ୍ଗାଲୁରୁରେ ସିଧାସଳଖ ଅବତରଣ କରିଛି। ବିମାନବନ୍ଦରରୁ ସିଧା ଯାଇ ଇସ୍ରୋର ହିରୋମାନଙ୍କୁ ଭେଟିଛନ୍ତି । ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅଗଷ୍ଟ ୨୩ ରେ ଯେତେବେଳେ ଚନ୍ଦ୍ରୟାନ -୩ ଚନ୍ଦ୍ରରେ ଅବତରଣ କରିଥିଲେ, ସେତେବେଳେ ପ୍ରତ୍ୟେକ ଭାରତୀୟ ଅନୁଭବ କରିଥିଲେ ଯେ ଏହି ବିଜୟ ତାଙ୍କର ଅଟେ।

ସମ୍ବୋଧିତ କରିବା ସମୟରେ ମୋଦି ଭାବପ୍ରବଣ ହୋଇଥିଲେ । ଆଇଏସଆର କମାଣ୍ଡ ସେଣ୍ଟରରେ ପହଞ୍ଚିବା ପରେ ପିଏମ ମୋଦି ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରିଥିଲେ। । ସେ କହିଥିଲେ ଯେ ଶରୀର ଏବଂ ମନ ଖୁସିରେ ପରିପୂର୍ଣ୍ଣ ଥିଲା। ଭାରତ ବର୍ତ୍ତମାନ ଚନ୍ଦ୍ରରେ ଅଛି। ବୈଜ୍ଞାନିକମାନେ ଚନ୍ଦ୍ରାୟନ -୩ ମଡେଲକୁ ପିଏମ ମୋଦିଙ୍କୁ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ବୈଜ୍ଞାନିକଙ୍କୁ ଭେଟିଥିଲେ । ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥଙ୍କ ଡାରୁ ଚନ୍ଦ୍ରୟାନ ଟିମ୍ ବିଷୟରେ ମଧ୍ୟ ଜାଣିଥିଲେ । ଲ୍ୟାଣ୍ଡରଓ ରୋଭର କିପରି କାମ କରୁଛି ବୋଲି ପଚାରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ