Masthead

ପେନସନ ଦାବିରେ ଅବସର ପ୍ରାପ୍ତ ଓଡ଼ିଶା ବନନିଗମ କର୍ମଚାରୀଙ୍କ ଧରଣା

ଦସପଲା(ବଡ଼ ଖବର ବ୍ୟୁରୋ): ପେନସନ ଦାବିରେ ଅବସର ପ୍ରାପ୍ତ ଓଡ଼ିଶା ବନନିଗମ କର୍ମଚାରୀଙ୍କ ଧରଣା। ଅବସର ପ୍ରାପ୍ତ ଓଡ଼ିଶା ବନନିଗନ କର୍ମଚାରୀଙ୍କ ୯ହଜାର ଟଙ୍କା ପେନସନ ଦାବିରେ ଦଶପଲ୍ଲା ଥାନା ସମ୍ମୁଖରେ ଥିବା ଗାନ୍ଧୀମୁର୍ତ୍ତି ତଳେ ଗାନ୍ଧିଜୀଙ୍କ ଫଟୋରଖି ଧାରଣା ଦେଇଛନ୍ତି । ସର୍ବୋଚ୍ଚ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଥିଲେ ମଧ୍ୟ ଓଡ଼ିଶା ସରକାର ୯ହଜାର ଟଙ୍କା ପେନସନ ଲାଗୁକରୁ ନଥିବାରୁ ଧାରଣା ଦେଇଛନ୍ତି ଦଶପଲ୍ଲା ଅଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼