Masthead

‘ଚିନ୍ତାଧାରା ରେ ବିକାଶ ହେଲେ ଦେଶର ବିକାଶ ହେବ’; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପରୁଣା ସଂସଦ ଭବନରେ ଆଜି ହେଉଛି ଶେଷ ଅଧିବେଶନ । ଏହାକୁ ନେଇ ପୁରୁଣା ସଂସଦର ଅନୁଭୁତି କହିଲେ ପ୍ରଧାନମନ୍ତ୍ରୀ ।ସଂସଦ ଭବନରେ ନିଆଯାଇଥିବା ଐତିହାସିକ ଦିବସକୁ ସ୍ମରଣ କଲେ ପ୍ରଧାନ ମନ୍ତ୍ରୀ ମୋଦି । କହିଛନ୍ତି, ‘ଏହି ସଂସଦ ଭବନରେ ବହୁ ଗରୁତ୍ୱପୁର୍ଣ୍ଣ ଆଇନ ଆସିଛି ଓ ସଂଶୋଧନ କରାଯାଇଛି । ସ୍ୱାଧିନତା ପରେ ଏଇଠି କ୍ଷମତା ହସ୍ତାନ୍ତର ହୋଇଥିଲା ।

ପୁରୁଣା ସଂସଦ ଭବନ ସହିତ ବହୁ ଭାବ ପୂର୍ଣ୍ଣ ମୂହୁର୍ତ୍ତ ଯୋଡି ହୋଇଛି ।ଧାରା ୩୭୦ ଉଚ୍ଛେଦ କରାଯାଇଛି ।୪ ହଜାରରୁ ଅଧିକ ବିଲ ପାସ ହୋଇଛି । ତୃତୀୟ ଲିଙ୍ଗିଙ୍କ ପାଇଁ ଆଇନ ଆସିଛି । ତିନି ତଲାକ ଏହି ସଂସଦ ରେ ଉଚ୍ଚେଦ ହୋଇଛି । କାଶ୍ମୀର ଆଜି ଶାନ୍ତି ଓ ପ୍ରଗତି ପଥରେ ଆଗଉଛି । ମୁସଲିମ ଭାଇ ଭଉଣୀଙ୍କୁ ନ୍ୟାୟ ମିଳିଛି ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା