ଯୌନ ସମ୍ପର୍କ ପାଇଁ ଜୀବନସାଥୀ ମନା କରିବା ଉଚିତ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଯୌନ ସମ୍ପର୍କ ଉପରେ ଏକ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଯଦି ବାଧ୍ୟବାଧକତାରେ ଯୌନ ସମ୍ପର୍କ ରଖାଯାଏ ତେବେ ଏହାକୁ ନିଷ୍ଠୁରତା ବିବେଚନା କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଏକ ଘଟଣା ଆସିଛି ଯେଉଁଠି ମାତ୍ର ୩୫ ଦିନ ବୈବାହିକ ଜୀବନ ବିତାଇଥିବା ଏକ ଦମ୍ପତିଙ୍କ ଛାଡପତ୍ରକୁ ହାଇକୋର୍ଟ କାଏମ ରଖିଛନ୍ତି । ବିବାହରେ ଯୌନ ସମ୍ପର୍କ ନ ରଖିବା ଦୁଃଖଠାରୁ ଅଧିକ ମାରାତ୍ମକ କିଛି ନାହିଁ ବୋଲି ଜଷ୍ଟିସ ସୁରେଶ କୁମାର କାଏତଙ୍କ ଖଣ୍ଡପିଠ କହିଛନ୍ତି ।

ସ୍ତ୍ରୀ ପ୍ରତିରୋଧ କରିଥିବାରୁ ବୈବାହିକ ସୁଖରୁ ସ୍ୱାମୀ ବଞ୍ଚିତ ହୋଇଛନ୍ତି । ସେପଟେ ସ୍ତ୍ରୀ ଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଛି ବୋଲି ସ୍ତ୍ରୀ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ । ମାତ୍ର ତାର କୌଣସି ସାକ୍ଷ ପ୍ରମାଣ ନାହିଁ । ତେବେ ଇଚ୍ଚାକୃତ ଭାବରେ ଜିବନସାଥୀ ଯୌନ ସମ୍ବନ୍ଧକୁ ମନା କରିବା ନିଷ୍ଠୁରତା, ବିଶେଷ କରି ନବବିବାହିତଙ୍କ କ୍ଷେତ୍ରରେ ଏହା ଦମ୍ପତିଙ୍କ ଛାଡ଼ପତ୍ର ପାଇଁ ଯଥେଷ୍ଟ କାରଣ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ