Masthead

‘ବିଜେଡି ସରକାରରେ ଗଣମାଧ୍ୟମ ଅସୁରକ୍ଷିତ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ଗଣମାଧ୍ୟମର କଣ୍ଠରୋଧ ଠିକ୍ ନୁହେଁ । ବିଜେଡି ସରାକରର କାର୍ଯ୍ୟକୁ ଦୃଢ ନିନ୍ଦା କରି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । । ଗଣମାଧ୍ୟମ ଉପରେ ରାଜ୍ୟରେ ଯେଉଁଭଳି ଭାବେ ସରାକର କଣ୍ଠରୋଧ କରିବାକୁ ଚାହୁଁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ । ସରକାରଙ୍କ ଉପରେ ଏହା ମହଙ୍ଗା ପଡିବ ।

ସରକାରଙ୍କର ଗୁଣଗାନ ନକରିବା କ’ଣ ସରକାର ବିରୋଧୀ କି ? ଆଗାମୀ ଦିନରେ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇ ଗଣାମୋଧ୍ୟମ ବଞ୍ଚାଅର ନାରା ଦବ । ସତ ଖବର ଦେଖାଇଲେ ସରାକାର ଭୟଭୀତ । ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ଚତୁର୍ଥ ସ୍ତମ୍ଭର ସୁରକ୍ଷା ପାଇଁ ଦଳ କରିବ ଦାବୀ । ବିଜେଡରି ୨୩ ବର୍ଷର ସରାକରରେ ଅସୁରକ୍ଷିତ ହୋଇପଡିଛି ଗଣତନ୍ତ୍ର । ଗଣମାଧ୍ୟମର କଣ୍ଠରୋଧ ପାଇଁ ଯେତେ ପ୍ରଚେଷ୍ଟା କଲେ ସରକାର ହେବେ ବିଫଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା