Masthead

ଆଦିବାସୀ ଅଞ୍ଚଳରେ ୨୪ ଘଣ୍ଟାରେ ୨୦ ଘଣ୍ଟା ହେଉଛି ବିଦ୍ୟୁତ କାଟ୍

ଦଶପଲା(ବଡ଼ ଖବର ବ୍ୟୁରୋ):ବର୍ଷବର୍ଷ ଧରି ଆଦିବାସୀ ଅଞ୍ଚଳରେ ୨୦ଘଣ୍ଟା ବିଦ୍ୟୁତ ସେବା ବନ୍ଦ । ଶୋଷିତ ହେଉଛନ୍ତି ବିଦ୍ୟୁତ ଉପଭୋକ୍ତା । ମାସକୁ୨୦ ଦିନ ବିଦ୍ୟୁତ ବନ୍ଦ ୨୪ଘଣ୍ଟାରେ ୨୦ ଘଣ୍ଟା ବିଦ୍ୟୁତ କାଟ୍ ସହିତ ଲୋଭୋଟେଜକୁ ନେଇ ବାରମ୍ବାର ଅଭିଯୋଗ ରାସ୍ତା ଅବରୋଧ ଭଳି ଆନ୍ଦୋଳନକୁ ଲୋକେ ଆପଣେଇ ଲେଣି, ଲୋକେ ରାସ୍ତାରୋକ୍ ରେ ପ୍ରସାସନର ଆକ୍ରମଣ ସିକାର ହୁଅନ୍ତି। ବାରମ୍ବାର ବିଦ୍ୟୁତ କାଟ୍,ଲୋଭୋଲଟେଜ୍, ଶୋଷଣ ହଟୁନି ବିଦ୍ୟୁତଉପଭୋକ୍ତା।

ଜାହାଫଳରେ ଆଦିବାସୀ ବହୁଳ ପୋଖରୀଗୋଛା,ଚଡେୟାପଲୀ,କଳସାଖମଣ, ନୂଆଗାଁ ଦୁଡା ଅଞ୍ଚଳ ୫ ପଞ୍ଚାୟତ ବାସିନ୍ଦାଙ୍କ ବିଦ୍ୟୁତ ଯୋଗାଣ ଏକପ୍ରକାର ଠପ୍ ହେବାରୁ ଲୋକେ ପିଇବା ପାଣି,ଫସଲ ଜଳସେଚନର,ମୋବାଇଲ ସେବା ଠପ୍ ହୋଇପଡିବା ସହିତ ମୋବାଇଲରେ ଭାଉଚର ପକାଇ ହଜାର ହଜାର ଲୋକ ମୋବାଇଲ ସେବାରୁ ବଞ୍ଚିତ ହୋଇ ଶୋଷଣରେ ଶିକାର ହେଉଥିବା ଅଭିଯୋଗ ହେଉଛନ୍ତି।ପିଲା ପାଣି ଟାଙ୍କିରେ ବସି ପାଠପଢନ୍ତି,ବ୍ୟାଙ୍କ, ପୋଷ୍ଟର ସେବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳ ବାସିନ୍ଦା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼