Masthead

ଇରାନ ସଂସଦର ନୂଆ ଆଦେଶ, ହିଜାବ ନପିନ୍ଧିଲେ ଭୋଗିବାକୁ ପଡିବ ୧୦ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଇରାନ ର ସଂସଦ ଏକ ବିଲ ପାସ କରିଛି । ଯେଉଁଥିରେ ଇରାନ ମହିଳାଙ୍କ ପାଇଁ ଏକ ନୁଆ ଆଦେଶ ଆସିଛି । ହିଜାବ ନପିନ୍ଧିଲେ ହେବ ୧୦ ବର୍ଷ ଜେଲ ଦଣ୍ଡ । ସର୍ବସାଧାରଣରେ ଯିବା ବେଳେ ଯେଉଁମହିଳା ହିଜାବ ନପିନ୍ଧି ଯିବେ ସେମାନଙ୍କ ଭୋଗିବାକୁ ପଡିବ ୧୦ ବର୍ଷ ଜେଲ ଦଣ୍ଡ ।ଏଭଳି ନିୟମ କେବଳ ମହିଳା ମାନଙ୍କ ପାଇଁ ଲାଗୁ ହେବ ନାହିଁ ଏହା ପୁରୁଷ ମାନଙ୍କ ପାଇଁ ମଧ୍ୟ ଲାଗୁ କରାଯିବ ।

ଆଦେଶ ଆସିଛି ଯେ ଯେଉଁ ପୁରୁଷ ମାନେ ବିନା ହିଜାବରେ ମହିଳାମାନଙ୍କୁ ଜିନିଷ କିଣାବିକା କରିବେ ସେମାନେ ମଧ୍ୟ କଠୋର ଦଣ୍ଡରେ ଦଣ୍ଡିତ ହେବେ । ଯେଉଁ ମହିଳା ମାନେ ହିଜାବ ପିନ୍ଧିବାକୁ ଏହାକୁ ମନା କରିବେ ଏବଂ ଯେଉଁମାନେ ଏହାକୁ ସମର୍ଥନ କରିବେ ସେମାନଙ୍କୁ ଜୋରିମନା ଲାଗୁ କରାଯିବ । ଇରାନର ୨୯୦ ସଦସ୍ୟ ବିଶିଷ୍ଟ ସଂସଦରେ ୧୫୨ ସଂସାଦ ଏହାକୁ ସମର୍ଥନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ