Masthead

ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରି ଓ ଅନ୍ୟ ସମସ୍ୟା ନେଇ କରାଯିବ ଆଲୋଚନା

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଶ୍ରୀ ମନ୍ଦିର କାର୍ୟ୍ୟଳୟ ରେ ବସିବ ଶ୍ରୀ ଜଗନ୍ନାଥ ଜମି ଲ୍ୟାଣ୍ଡ ସବକମିଟି ବୈଠକ ।ମହାପ୍ରଭୁ ଜଗନ୍ନାଥ ଙ୍କ ଜମି ବିକ୍ରି ଓ ଅନ୍ୟ ସମସ୍ୟା ନେଇ କରାଯିବ ଆଲୋଚନା । ରାଜ୍ୟ ଭିତର ଥିବା ଶ୍ରୀ ଜଗନ୍ନାଥ ଙ୍କ ଜମି ଗତ ୨ ବର୍ଷରେ ପ୍ରାୟ ୪୧ ଏକର ଜମି ବିକ୍ରି କରିସାରିଛି ଶ୍ରୀ ମନ୍ଦିର ପ୍ରଶାସନ ।

ଏ ପର୍ୟ୍ୟନ୍ତ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଜଗନ୍ନାଥ ଙ୍କ ନାମରେ ଥିବା ପ୍ରାୟ ୪ ହଜାର ଏକର ଜମିକୁ ଶାଗ ମାଛ ଦରରେ ବିକ୍ରି କରିସାରିଲେଣି ।ଶ୍ରୀ ଜଗନ୍ନାଥ ଙ୍କ ଜମିରୁ ସ୍ଥାୟୀ ରୋଜଗାର ଆଦାୟର ବାଟ ନ କରି ଏହାକୁ ବିକ୍ରି କରି ପ୍ରଶାସନ କେତେ ଖର୍ଚ୍ଚ ତୁଲାଇବା କେତେ ଦୂରୁ ଯଥାର୍ଥ ତାହା ଆଲୋଚନାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର