Masthead

ସାରଦାଙ୍କୁ ବିଜୟୀ କରାଇବାକୁ ହଜାର ହଜାର ମହିଳାଙ୍କ ଶପଥ 

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା ନିର୍ବାଚନମଣ୍ଡଳିରୁ ସ୍ୱାଧୀନ ଭାବେ ଲଢୁଥିବା ସାରଦା ପ୍ରଧାନ ବିଜୟୀ ହେବେ । ଚଳିତ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ସାରଦାଙ୍କୁ ବିଜୟୀ କରିବା ପାଇଁ ହଜାର ହଜାର ମହିଳା ଶପଥ ନେବା ଦେଖିବାକୁ ମିଳିଥିଲା  । ଆଜି ବଣୁଆ ମହାପୁରୁଷଙ୍କ ପୀଠରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି  । ଭ୍ରଷ୍ଟ ବିଜୁ ଜନତା ଦଳକୁ କ୍ଷମତାରୁ ହଟାଇବାକୁ ନାରୀନେତ୍ରୀ ଯାଜ୍ଞସେନୀ ଜେନା ଆହ୍ୱାନ ଦେଇଥିଲେ  ।

ମାହାଙ୍ଗା ଡବଲ ମର୍ଡର ମାମଲାର ଅନ୍ୟତମ ଅଭିଯୁକ୍ତ ବିଧାୟକ ପ୍ରତାପ ଜେନାଙ୍କ ରାଜନୈତିକ ଜୀବନର କଳା ପୃଷ୍ଠାକୁ ମାହାଙ୍ଗାବାସୀ ତନ୍ନ ତନ୍ନ କରି ପଢ଼ିଛନ୍ତି ଏବଂ ଭୋଟ ଲଢୁଥିବା ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାକୁ  ଉଚିତ ଜବାବ ଦେବାକୁ ଆହ୍ୱାନ ଦେଇଥିଲେ । ପ୍ରତି ପଞ୍ଚାୟତରେ ମାଳମାଳ ଦୁର୍ନୀତି, ସବୁଠି ଅରାଜକତା, ଭ୍ରଷ୍ଟାଚାର, ଲୋକେ ତ୍ରାହି ତ୍ରାହି ଡାକୁଥିବାରୁ ସାରଦାଙ୍କୁ ଏହି ଅନ୍ୟାୟ ଯୁଧ୍ୟରେ ସାରଥୀ ହୋଇ ଲଢ଼ିବାକୁ ମାଆମାନେ ଆଶୀର୍ବାଦ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା