Masthead

ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଲେ ଅରୁଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନରସିହଂ ଜୟନାୟଣଙ୍କ ଏଭଳି ଶାଣିତ ଆକ୍ରମଣକୁ ମୁକାବିଲା କରିବାକୁ ଇସୁ୍ୟ ଉପରେ ମନ୍ତବ୍ୟ ରଖିବା ବଦଳରେ ବିଜେଡି ବିଧାୟକ ଅରୁଣ ସାହୁ ଉଭୟ ବରିଷ୍ଠ ସଦସ୍ୟଙ୍କ ମାନସିକ ସ୍ଥିତି ଠିକ୍ ନଥିବା କଥା କହିଥିଲେ । ସକାଳେ ଚା ପିଇବା ବେଳେ ଯାହା ଶୁଣୁଛନ୍ତି ତାହା ଆସି ବିଧାନସଭାରେ କହୁଛନ୍ତି ବୋଲି ଆକ୍ଷେପ କରିଥିଲେ । ଏହା ସହ ସେ କହିଥିଲେ ଯେଉଁମାନେ ଏକଥା ଉଠାଇଛନ୍ତି ସେମାନଙ୍କ ନିର୍ବାଚନ ମଣ୍ଡଳୀରେ କେତେ ବିକାଶ ହୋଇଛି ହିସାବ କରନ୍ତୁ । ଦରକାର ପଡ଼ିଲେ ବିତର୍କ କରିବାକୁ ବି ଆମେ ପ୍ରସ୍ତୁତ ଅଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି