Masthead

୩୦ ଘଣ୍ଟା ପରେ ସ୍ଵାଭାବିକ ହେଲା ଟ୍ରେନ ଚଳାଚଳ, ପାଖାପାଖି ୧୪ ଟି ଟ୍ରେନ ହୋଇଥିଲା ବାତିଲ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):  ଗତ ଦୁଇଦିନ ଧରି ପ୍ରବଳ ବର୍ଷାରେ ଦକ୍ଷିଣ ପୂର୍ବ ରେଳପଥ ବାଲେଶ୍ୱର – ହଳଦୀପଦା ମଝିରେ ଦବି ଥିଲା ଟ୍ରେନ ଟ୍ରାକ । ଦୁଇଦିନଧରି ଭୁବନେଶ୍ବର ଖଡଗପୁର ରୁଟରେ ବହୁ ଏକ୍ସପ୍ରେସ ଓ ପାସେଞ୍ଜାର ଟ୍ରେନ ବାତିଲ ହୋଇଯାଇଥିଲା । ଦୀର୍ଘ ୩୦ ଘଣ୍ଟା ପରେ ସରିଲା ଟ୍ରାକ ମରାମତି ।

 

ଆଜି ଠାରୁ ଧୀରେ ଧୀରେ ସ୍ଵାଭାବିକ ହେଲା ଟ୍ରେନ ଚଳାଚଳ । ଦୁଇଦିନ ହେବ ପାଖା ପାଖି ୧୪ ଟି ଟ୍ରେନ ହୋଇଥିଲା ବାତିଲ ।ଟ୍ରେନ ବାତିଲ କୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ । ଖଡ଼ଗପୁର ଭଦ୍ରକ ମଧ୍ୟରେ ଗୋଟିଏ ମଧ୍ୟ ପ୍ୟାସେଞ୍ଜର ଟ୍ରେନ ଚାଲୁ ନଥିଲା ପାସଞ୍ଜର ଟ୍ରେନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ