Before Header

ପ୍ରତିଶ୍ରୁତି ଦେଇ ମୁହଁ ବୁଲାଇଲେ ବିଧାୟକ

0 23

ଦଶପଲା (ବଡ଼ ଖବର ବ୍ୟୁରୋ): ପ୍ରତିଶ୍ରୁତି ଦେଇ ମୁହଁ ବୁଲାଇଲେ ବିଧାୟକ। ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ରଥିପୁରର ପାଣ୍ଡବ ନାୟକଙ୍କ ପରିବାରରେ ତିନିଜଣ ଦିବ୍ୟାଙ୍ଗ । ଏପ୍ରିଲ‏ ୨୧ରେ ତାଙ୍କ ଘର ମଧ୍ୟ‎ ପୋଡିଯାଇଥିଲା । ଏହି ଘଟଣାପରେ ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା ପାଣ୍ଡବ ପରିବାରକୁ ଭେଟିଥିଲେ।

ଏହି ବିକଳାଙ୍ଗ ପରିବାକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦଶପଲ୍ଲା ତହସିଲଙ୍କୁ ବିଧାୟକ ଅବଗତ କରାଇଥିଲେ । ଛୋଟା ପୁଅର ଅର୍ଦ୍ଦନିର୍ମିତ ଘର ସମ୍ପୂର୍ଣ୍ଣ କରିବାକୁ ୨୦ ହଜାର ଟଙ୍କା ଦେବାପାଇଁ ବିଧାୟକ‏ ପାଣ୍ଡବଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ସବୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି । ବିଧାୟକ ରମେଶଚନ୍ଦ୍ର ବେହେରା ପ୍ରତିଶ୍ରୁତି କଥା ଏଡାଇ ଦେଇଥିଲେ।

Leave A Reply

Your email address will not be published.