Masthead

ହୋଟେଲରେ ଚଢାଉ ମାଲିକ ସହ ୨ ଯୁବକ,୩ ଯୁବତୀ ଗିରଫ

କଟକ(ବଡ଼ ଖବର ବ୍ୟୁରୋ): ସହର ମଝିରେ ଥିବା ହୋଟେଲ ରେ ଚାଲିଥିଲା ଦେହ ବ୍ୟବସାୟ । ଖବର ପାଇ ମାଡିବସିଲା ପୋଲିସ । ଭଦ୍ରକ ସହରର ବାଇପାସ ସ୍ଥିତ ହୋଟେଲ ଶାଶ୍ୱତରେ ଚଢ଼ାଉ କରିଛି ଟାଉନ ପୋଲିସ । ଚଢ଼ାଉ ବେଳେ ହୋଟେଲ ରେ ୨ଯୁବକଙ୍କ ସହ ୩ଜଣ ଯୁବତୀ ରହିଥିଲେ ।

ଖବର ପାଇ ଟାଉନ ପୋଲିସର ଟିମ ସହ ସିଟି ଡ଼ିଏସପି , କ୍ରାଇମ ଡ଼ିଏସପି ହୋଟେଲରେ ଚଢ଼ାଉ କରିଥିଲେ । କାଗଜପତ୍ର ଯାଞ୍ଚ ପରେ ଦେହ ବ୍ୟବସାୟ ନେଇ ସ୍ପଷ୍ଠ ହୋଇଥିଲା । ପୋଲିସ ହୋଟେଲ ମାଲିକଙ୍କୁ ହେପାଯତକୁ ନେଇଛି । ଦୀର୍ଘ ଦିନ ହେବ ଏହି ହୋଟେଲରେ ଦେହ ବ୍ୟବସାୟ ନେଇ ଅଭିଯୋଗ ହୋଇ ଆସୁଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ