Masthead

ଛୁଟିରେ ତରବରିଆ ଭାବେ କାର୍ଯ୍ୟ

ବରୀ (ବଡ଼ ଖବର ବ୍ୟୁରୋ): ବରୀ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ପୂଜାଛୁଟିରେ ବନ୍ଦ ରହିବା ବଦଳରେ ଖୋଲା ଯାଇଛି । ପୂଜାରେ ଛୁଟି ମନାଇବାକୁ ସରକାର ଛୁଟି ଘୋଷଣା କରିଥିବା ବେଳେ ବରୀ ମଣ୍ଡଳ ଶିକ୍ଷାଧିକାରୀ କାର୍ୟ୍ୟାଳୟ ଖୋଲା ଥିଲା । ଜଣେ ହିସାବ ରକ୍ଷକ ଅଫିସ ଖୋଲି କାର୍ଯ୍ୟ କରୁଥିବା ବେଳେ ବରୀ ମାଉଣ୍ଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଉ ଦୁଇଜଣ ଶିକ୍ଷକ ଉପସ୍ଥିତ ରହି କିଛି କାର୍ୟ୍ୟ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ବରୀ ମଣ୍ଡଳ ଶିକ୍ଷାଧିକାରୀଙ୍କ ମତାମତ ଜାଣିବା ପାଇଁ ତାଙ୍କୁ ଚେଷ୍ଟା କରିଥିଲୁ ।

ମାତ୍ର ସେ ଫୋନ୍ ଗ୍ରହଣ କରିନଥିଲେ। ଏଠି ପ୍ରଶ୍ନ ଉଠେ ସରକାରୀ ଛୁଟିରେ କାର୍ୟ୍ୟାଳୟ ଖୋଲି କାମ କରିବାକୁ କିଏ ନିର୍ଦ୍ଦେଶ ଦେଇଥଲେ? କାହିଁକି ଛୁଟିରେ ତରବରିଆ ଭାବେ କାର୍ଯ୍ୟ ହେଉଥିଲା? ଯେଉଁ କାର୍ୟ୍ୟ ପାଇଁ ଅଫିସ ଖୋଲା ଯାଇଥିଲା ତାହା କିଛି ଗୁପ୍ତ କାର୍ୟ୍ୟ ନୁହେଁ ତ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଠୁଥିବା ବେଳେ ଯାଜପୁର ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ