Masthead

ବ୍ଲକ୍ ଘେରାଉ ସମୟରେ ଅଫିସ୍ ଛାଡ଼ି ପଳେଇଲେ ବିଡ଼ିଓ, ଏବିଡ଼ିଓ

ପାଲଲହଡା(ବଡ଼ ଖବର ବ୍ୟୁରୋ): ବିଜେପି-ପୋଲିସ ଧସ୍ତାଧସ୍ତି । ବ୍ଲକ ଘେରାଉ ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି କର୍ମୀ ଏବଂ ପୋଲିସ । ବ୍ଲକ୍ ଘେରାଉ ସମୟରେ ଅଫିସ୍ ଛାଡ଼ି ପଳେଇଲେ ବିଡ଼ିଓ, ଏବିଡ଼ିଓ । ଦୀର୍ଘ ସମୟର ଅପେକ୍ଷା ପରେ କେହି ନ ଆସିବାରୁ ବ୍ଲକ୍ ଅଫିସରେ ଭଙ୍ଗାରୁଜା କରିଥିଲେ ବିଜେପି କର୍ମୀ । ଉପଜିଲ୍ଲାପାଳ ଅଫିସ ଘେରାଉ କରିଥିଲା ବିଜେପି । ସେଠି ବି ଉପଜିଲ୍ଲାପାଳ ଫେରାର ଥିଲେ । ଦୁର୍ନୀତି, ଭ୍ରଷ୍ଟାଚାରକୁ ନେଇ ୩୧୪ ବ୍ଲକ ଘେରାଉ କରୁଛି ବିଜେପି । ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରୁଛି । ତେବେ ଆଜି ପାଲଲହଡା ବ୍ଲକ ଘେରାଉ ବେଳେ ଧସ୍ତାଧସ୍ତି ହୋଇଥିଲେ ବିଜେପି କର୍ମୀ-ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ