Masthead

ଧରାକୋଟ ବ୍ଲକରେ ଜଳ ଅଭାବ, ୨୫୦ରୁ ଅଧିକ ଚାଷୀ ହତାଶ

ଆସିକା  (ବଡ଼ ଖବର ବ୍ୟୁରୋ):ଜଳ ଅଭାବରୁ ଉଜୁଡିଗଲା ଫସଲ, ହେଲେ ବିଲରେ ଉଠି ନାହିଁ ଧାନ କେଣ୍ଡା । ଜଳ ଅଭାବ ଯୋଗୁଁ ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି ।  ହତାଶ ହୋଇ ପଡିଛନ୍ତି ଚାଷୀ । ବର୍ଷ ସାରା ଅକ୍ଲାନ୍ତ ପରିଶ୍ରମ ପରେ ଅମଳ ହେବା ସମୟରେ ଫସଲ ନଷ୍ଟ ଚାଷୀକୁ ତଳିତଳାନ୍ତ କରିଦେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ଝାଡବନ୍ଧ ପଚାଂୟତ ଝାଡବନ୍ଧ ଗ୍ରାମରେ । ଏହି ଗ୍ରାମରେ ଚଳିତ ବର୍ଷ ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ ଚାଷୀ ପ୍ରାୟ ତିନି ହଜାର ଭରଣ ଜମିରେ ଧାନ ଚାଷ କରିଥିଲେ । ଜଳ ଅଭାବ ସାଙ୍ଗକୁ ସ୍ୱଳ୍ପ ବୃଷ୍ଟି ରୁଆ ହୋଇଥିବା ଧାନ ଫସଲକୁ ନଷ୍ଟ କରିଦେଇଛି । ଧାର କରଜ କରି ଧାନ ଚାଷ କରିଥିଲେ ଅନେକ ଚାଷୀ । ହେଲେ ଫସଲ ନଷ୍ଟ ଯୋଗୁଁ  ପରିବାର ପ୍ରତିପୋଷଣ କେମିତି କରିବେ ସେନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା