Masthead

ବଜ୍ରକପ୍ତା ଉଦ୍ଧାର, ଜଣେ ଗିରଫ

ସୋର, ( ବଡ଼ ଖବର ବ୍ୟୁରୋ): ବାଲେଶ୍ବର ଜିଲ୍ଲା ସୋର ଥାନା ମହୁମୁହାଣ ଅଞ୍ଚଳରୁ ଗୋଟିଏ ବଜ୍ରକପ୍ତା ଉଦ୍ଧାର ହୋଇଛି । ଏହି ମାମଲାରେ ଜଣକୁ ଗିରଫ କରିଛି ବନବିଭାଗ । ସୁଚନା ଅନୁଯାୟୀ ମହୁମୁହାଣା ଅଞ୍ଚଳରେ ପଥର ଖାଦାନ ବ୍ଲାଷ୍ଟିଂ ଯୋଗୁଁ ପାଖରେ ଥିବା ଦେବଗିରି ପାହାଡରୁ ବିଭିନ୍ନ ଜୀବଜନ୍ତୁ ଜନବସତି ଆଡକୁ ପଳେଇ ଆସୁଛନ୍ତି । ତେବେ ୩ ଦିନ ଆଗରୁ ସୁରେନ୍ଦ୍ର ନାୟକଙ୍କ ବାଡିକୁ ଏକ ବଜ୍ରକପ୍ତା ଚାଲିଆସିଥିଲା । ସୁରେନ୍ଦ୍ର ବଜ୍ରକପ୍ତାଟିକୁ ଉଦ୍ଧାର କରି ବେଆଇନ ଭାବେ ଘରେ ରଖିଥିଲେ । ଖବର ପାଇ ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ତପନ କୁମାର ପରିଡାଙ୍କ ତତ୍ତ୍ବାବଧାନରେ ଫରେଷ୍ଟର ବିଜୟ କୁମାର ସାହୁ ଏବଂ ତାଙ୍କ ଟିମ ସୁରେନ୍ଦ୍ରଙ୍କ ଘରେ ଚଢଉ କରି ୧୦ କେଜି ଓଜନର ଏକ ବଜ୍ରକପ୍ତା ଉଦ୍ଧାର କରିବା ସହ ସୁରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼