Masthead

‘ଇସାରା କର ନାହିଁ, ମୁହଁରେ କୁହ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବୁଧବାର ସଂସଦରେ ହୋଇଥିବା ସୁରକ୍ଷା ଉଲ୍ଲଂଘନ ବିଷୟରେ ଆଲୋଚନା କରିବା ପାଇଁ ବିରୋଧୀଦଳଙ୍କ ଦାବି ଅନୁଯାୟୀ ଗୃହରେ ବିରୋଧ ପ୍ରଦର୍ଶନ କରିବାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ରାଘବ ଚାଧାଙ୍କୁ ତାଗିଦ୍ କରିଛନ୍ତି । ଧନଖଡ଼ ବିରୋଧୀଙ୍କ ଏହି ପ୍ରସ୍ତାବକୁ ମଞ୍ଜୁର ନକରିବାରୁ ସେମାନେ ପ୍ରତିବାଦ କରିଥିଲେ। ଏହି ସମୟରେ ଆପ୍‌ ସାଂସଦ ରାଘବ ଚଢ଼ା ଠିଆ ହୋଇ ପଏଣ୍ଟ ଅଫ୍‌ ଅର୍ଡର ଉଠାଇଥିଲେ।

ହାତରେ ଇଙ୍ଗିତ କରି ସେ ଏହା କରିଥିଲେ। ତେବେ ଚଢ଼ାଙ୍କ ଏଭଳି ଇଙ୍ଗିତକୁ ଧନଖଡ଼ ପ୍ରତିବାଦ କରିଥିଲେ। ସେ କହିଥିଲେ ମିଷ୍ଟର ଚଢ଼ା, ଏପରି କରନାହିଁ। ଯଦି କିଛି କହିବାକୁ ଚାହୁଛ ତା’ହେଲେ ପାଟି ବ୍ୟବହାର କର। ହାତରେ କିଛି ଇଙ୍ଗିତ କରନାହିଁ। ଏବେ ତୁମକୁ ଅନେକ କିଛି ଶିଖିବାର ଅଛି। ଏହା ଜଣାପଡ଼ୁଛି ଯେ ତୁମେ ଶୀଘ୍ର ନାଚିବ। ଆସନରେ ଶାନ୍ତ ଭାବେ ବସ। ପୂର୍ବରୁ ଗୃହ ଦ୍ବାରା ତୁମେ ଦଣ୍ଡିତ ହୋଇ ସାରିଛ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ