Masthead

ଏକା ସାଙ୍ଗରେ ୬ଟି ମନ୍ଦିରରୁ ଲୁଟ

ସୋର (ବଡ଼ ଖବର ବ୍ୟୁରୋ):ବାଲେଶ୍ୱରରେ ସିରିଜ ଲୁଟ । ଏକା ସାଙ୍ଗରେ ୬ରୁ ଅଧିକ ମନ୍ଦିରରୁ ଲୁଟ କଲେ ଦୁବୃର୍ତ୍ତ ।ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଅନେକ ମନ୍ଦିରରୁ ଲୁଟ ହୋଇଛି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଟଙ୍କା ମଧ୍ୟ ଲୁଟ ହୋଇଛି । ଲୁଟେରାମାନେ ଖଇରା ଥାନା ଟିପିସି ଗଡିଆ ଗ୍ରାମରେ ଥିବା ପୁରାତନ ଶୈବ ପୀଠ, ବାବା ବକ୍ରେସ୍ୱର ପୀଠ ଲକ୍ଷ୍ମୀନାରାୟଣ ମନ୍ଦିର, ଦୁର୍ଗା ମନ୍ଦିର, ଶନି ମନ୍ଦିର, ପାର୍ବତୀ ମନ୍ଦିର, ସିମୁଳିଆ ଥାନା ଆନନ୍ଦପୁର ଗ୍ରାମର ରଘୁ ନାରାୟଣ ମନ୍ଦିର ଆଦିରୁ ଲୁଟ କରିଛନ୍ତି ।ଖଇରା ପୋଲିସ ଖବର ପାଇ ଛାନଭିନ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ