https://youtu.be/h8D2URd_rWI
ବସ୍ତା (ବଡ଼ ଖବର ବ୍ୟୁରୋ): ମାଲେମାଲ ଦକ୍ଷିଣ-ପୂର୍ବ ରେଳ ବିଭାଗ । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅବସ୍ତା ବେହାଲ । ପ୍ୟାସେଞ୍ଜର ଟ୍ରେନରେ ଯାତ୍ରୀଙ୍କୁ ଦେବାକୁ ପଡୁଛି ଏକ୍ସପ୍ରେସ ଭଡ଼ା । ଯାତ୍ରୀମାନେ ହେଉଛନ୍ତି ଶୋଷଣ । ଏକ୍ସପ୍ରେସ ଭଡ଼ା ରେଳ ବିଭାଗ ନେଉଥିବା ବେଳେ, କାହିଁକି ଦକ୍ଷିଣ-ପୁର୍ବ ରେଳବିଭାଗ ପ୍ୟାସେଞ୍ଜେ ଟ୍ରେନରେ ଏକ୍ସପ୍ରେସ ଭଡ଼ା ପରିବର୍ତ୍ତନ କରୁନି ।ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଘଟଣାର ଯାଞ୍ଚ କରି ଯଥାଶିଘ୍ର ପାସେଞ୍ଜର ଟ୍ରେନ ଭଡ଼ା କମାଇବାକୁ ଦାବି କରିଛନ୍ତି ସାଧାରଣ ଲୋକେ ।